ସିପିଜେ ସୁରକ୍ଷା ପରାମର୍ଶବଳି : କରୋନାଭାଇରସ୍ ବିସ୍ତାର ଉପରେ ରିପୋର୍ଟିଂ କରିବା ବେଳେ ଅବଲମ୍ବନ କରିବାକୁ ଥିବା ସତର୍କତା

ମଇ ୨୦,୨୦୨୧ ମାର୍ଚ୍ଚ 11, 2020 ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) COVID-19 (ନଭେଲ କରୋନାଭାଇରସ୍) ଏକ ମହାମାରୀ ବୋଲି ଘୋଷଣା କରିଥିଲା |  ସମ୍ବାଦ ରିପୋର୍ଟ ଅନୁଯାୟୀ, ବିଶ୍ୱର  ସ୍ଥିତି ବଦଳିବା ସହିତ, ନୂତନ କରୋନାଭାଇରସ୍ ର ପ୍ରକାର  ଗୁଡିକ ଚିହ୍ନଟ ହେବାରେ ଲାଗିଛି.   COVID-19 ଟୀକାକରଣ କାର୍ଯ୍ୟକ୍ରମ  ଦ୍ରୁତ ଗତିରେ ଚାଲି ଥିବାରୁ,  ଦେଶଗୁଡିକ ସେମାନଙ୍କର ଯାତ୍ରା ପ୍ରତିବନ୍ଧକ ଏବଂ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ  ଗୁଡିକକୁ କଡାକଡି ଭାବେ କିମ୍ବା କୋହଳ…

Read More ›